www.samajalive.in
Monday, December 15, 2025
16.1 C
Bhubaneswar

ଜାଣିଛନ୍ତି ଆର୍‌ବିଆଇର ଗଭର୍ଣ୍ଣର ଓଡିଆ- ଡେପୁଟି ଗଭର୍ଣ୍ଣର ବି ଓଡିଆ

ଭୁବନେଶ୍ୱର – ଆର୍‌ବିଆଇର ଗଭର୍ଣ୍ଣର ହେଉଛନ୍ତି ଶକ୍ତିକାନ୍ତ ଦାସ । ସେ ଭୁବନେଶ୍ୱରରେ ଜନ୍ମ ହୋଇଥିଲେ । ଡିଏମ୍‌ ସ୍କୁଲ୍‌ ସହ ଉତ୍କଳ ବିଶ୍ୱବିଦ୍ୟାଳରେ ପାଠ ପଢିଥିଲେ । ପରେ ସେ ଆଇଏଏସ୍‌ ଅଧିକାରୀ ଭାବେ ତାମିଲନାଡୁ କ୍ୟାଡରରେ ଯୋଗ ଦେଇଥିଲେ । ବିଭିନ୍ନ ଉଚ୍ଚ ପଦପଦବୀରେ ସଫଳ ଭାବେ କାର୍ଯ୍ୟକରିବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଉଛନ୍ତି ଓଡ଼ିଆ । କଟକରେ ଜନ୍ମିତ ମାଇକେଲ୍‌ ଦେବବ୍ରତ ପାତ୍ର ଏବେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଅଛନ୍ତି । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ଏହାପରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ସ୍ନାତ୍ତକୋତ୍ତର କରିଥିଲେ । ଆଇଆଇଟି ବମ୍ବେରୁ ଅର୍ଥନୀତିରେ ପିଏଚ୍‌ଡି କରିଥିଲେ । ୧୯୮୫ ମସିହାରେ ସେ ଆର୍‌ବିଆଇରେ ଯୋଗ ଦେଇଥିଲେ । ୨୦୦୮ ମସିହାରେ ଆଇଏମ୍‌ଏଫ୍‌ ପାଇଁ କାର୍ଯ୍ୟ କରିଥିଲେ ।

- Advertisement -

୨୦୨୦ ମସିହାରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଶକ୍ତିକାନ୍ତ ଦାସଙ୍କ ସହ ସେ କାର୍ଯ୍ୟ କରୁଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories