www.samajalive.in
Monday, December 15, 2025
16.1 C
Bhubaneswar

ଜବତ ହେଲା କୋଟିଏରୁ ଅଧିକ ମୂଲ୍ୟର ଧଳାଜହର

ଭୁବନେଶ୍ୱର : ଜବତ ହେଲା କୋଟିଏରୁ ଅଧିକ ମୂଲ୍ୟର ଧଳାଜହର। ଆଜି ପିପିଲି ଟୋଲ୍‌‌ ଗେଟ୍‌‌ ନିକଟରୁ ଏହି ଧଳାଜହର ଜବତ କରାଯାଇଛି। ପ୍ରାୟ ୧ କେଜି ୮୦ ଗ୍ରାମ ଧଳାଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌‌। ଏହାସହ ସମ୍ପୃକ୍ତ ଘଟଣାରେ ୨ ଡ୍ରଗ୍ସ ମାଫିଆ ଗିରଫ ହୋଇଛନ୍ତି। ବାଲେଶ୍ୱରରୁ ଏହି ଧଳାଜହରକୁ ପୁରୀକୁ ବାଇକ୍‌‌ ଯୋଗେ ଚାଲାଣ କରାଯାଉଥିବା ନେଇ ସନ୍ଦେହ କରାଯାଉଛି। ଜବତ ଧଳାଜହରର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories