www.samajalive.in
Sunday, December 14, 2025
19.1 C
Bhubaneswar

ଦନ୍ତ ଡାକ୍ତରଙ୍କ ମାଗଣା ଚିକିତ୍ସା

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢରାଜ ପୁର ପଞ୍ଚାୟତ ଅନ୍ତର୍ଗତ ପାନ୍ନାପଲ୍ଲି ସ୍ଥିତ ଯୋଗ ମଣ୍ଡପ ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶିବିରକୁ ସରପଞ୍ଚ ଜି କାମେଶ୍ବରୀ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଶିବିରରେ କାନପୁରରୁ ଆସିଥିବା ଦନ୍ତ ରୋଗ ବିଶେଷଜ୍ଞ ଡଃ ହର୍ଷିତ ପାଠକ ଉପସ୍ଥିତ ରହି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଦନ୍ତ ଚିକିତ୍ସା କରିବା ସହ ନିଜେ‌ ମାଗଣା ଔଷଧ ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଜି ମୋହନ ରେଡ୍ଡୀ, ଗ୍ରାମ୍ୟ ନାଇଡୁ ଟି ଜୟ ଜଗନ୍ନାଥ ରେଡ୍ଡୀ, ଜି ହରିଶ୍ଚନ୍ଦ୍ର ରେଡ୍ଡୀ, ମେଣ୍ଢରାଜ ପୁର ପଞ୍ଚାୟତ ପାନ୍ନାପଲ୍ଲି ଯୋଗା ମଣ୍ଡପ ସରପଞ୍ଚ ଜି କାମେଶ୍ବରୀ ରେଡ୍ଡୀ, ଜି ମୋହନ ରେଡ୍ଡୀ, ନାଇଡୁ ଟି ଜୟ ଜଗନ୍ନାଥ ରେଡ୍ଡୀ, ଜି ହରିଶ୍ଚନ୍ଦ୍ର ରେଡ୍ଡୀ, ଆର ବୁଡେୟା ରେଡ୍ଡୀ, ପି ମୁନା ରେଡ୍ଡୀ, ଜି ଅର୍ଜୁନ ରେଡ୍ଡୀ, ଅଜୟ ପାଠକ, ସ୍ବାଧିନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories