ହରଭଙ୍ଗା : ଗତ ରବିବାର ଦୁଇ ପୁଲିସ କର୍ମଚାରୀଙ୍କ ବାଇକ ସହିତ ଦୁର୍ଘଟଣା ଘଟାଇଥିବା କାର ଚାଳକ ଅଶୋକ ବେହେରାଙ୍କୁ ଗତ ସୋମବାର ସନ୍ଧ୍ୟାରେ ପୁରୁଣାକଟକ ପୁଲିସ କୋର୍ଟ ଚାଲାଣ କରିଛି। କୋର୍ଟଚାଲାଣ ହୋଇଥିବା ଚାଳକ ଅଶୋକଙ୍କ ଘର ବୌଦ୍ଧ ଥାନା କଙ୍କୁଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
Popular Categories



