www.samajalive.in
Sunday, December 14, 2025
23.1 C
Bhubaneswar

ରକ୍ତଦାନ ସଚେତନତା ପାଇଁ ସାଇକଲ ଯାତ୍ରା

ଫୁଲବାଣୀ: ରକ୍ତଦାନ ଅଭିଯାନକୁ ସଫଳ କରିବା ଓ ସମସ୍ତଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉଦେ୍ଧ୍ୟଶରେ ଗତ ୨୦୨୨ ମସିହା ଅକ୍ଟୋବର ୧ ତାରିଖରୁ କଲିକତାରୁ ସାଇକଲ୍‌‌ ଯାତ୍ରା ଆରମ୍ଭ କରିଥିବା ଜୟଦେବ ରାଉତ ଆଜି କନ୍ଧମାଳ ଜିଲାର କୋଟଗଡ଼଼ରେ ପହଞ୍ଚିଥିବା ବେଳେ କୋଟଗଡ଼଼ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କୋଟଗଡ଼଼ ଠାରେ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡ଼କ୍ରସ ସଂଯୋଜକ ପ୍ରକାଶ କୁମାର ପାଣିଗ୍ରାହୀ ଏବଂ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଏବଂ କଳାଶ୍ରୀ ଯୁବ ସଂସଦର ସଭାପତି ମନୋଜ କୁମାର ସାବତ ଓ ଅନ୍ୟ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍‌‌ ହୋଇଥିଲେ। କୋଟଗଡ଼଼ ବଜାରରେ ଶ୍ରୀ ରାଉତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେ ୧୪ଟି ରାଜ୍ୟ ଗସ୍ତକରି ଏହି ପ୍ରଚାର ବାର୍ତ୍ତା ବାଣ୍ଟିଥିବା ସେ ପ୍ରକାଶ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories