www.samajalive.in
Sunday, December 7, 2025
18.1 C
Bhubaneswar

ଟମାଟୋ ନେଇ ଯାଉଥିବା ଚାଷୀଙ୍କଠାରୁ ସାଢେ ଚାରିଲକ୍ଷ ଟଙ୍କା ଲୁଟିଲେ ଲୁଟେରା

ଚିତୁର – ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଟମାଟୋ ନେଇ ଯାଉଥିବା ଚାଷୀଙ୍କ ଠାରୁ ସାଢେ ଚାରି ଲକ୍ଷ ଟଙ୍କା ଲୁଟ୍‌ । ଜଣେ ଚାଷୀ ତାଙ୍କ ବିଲରେ ହୋଇଥିବା ଟମାଟୋ ରୟିତୁ ବଜାର ବା କୃଷକ ବଜାରକୁ ବିକ୍ରି ପାଇଁ ନେଇଥିଲେ । ଗୋଟିଏ ସ୍ଥାନରେ ସେ କିଛି ଟମାଟୋ ବଡ ବ୍ୟବସାୟୀଙ୍କୁ ବିକ୍ରି କରିବା ପରେ ବଳକା ଟମାଟୋ ନେଇ ଅନ୍ୟ ଏକ ସ୍ଥାନକୁ ଯାଉଥିଲେ । ରାସ୍ତାରେ ତାଙ୍କୁ ୫ ଜଣ ଲୁଟେରା ଅଟକାଇଥିଲେ ।

- Advertisement -

ଏକ ମଦବୋତଲରେ ତାଙ୍କୁ ଆକ୍ରମଣ କରିବା ପରେ ସାଢେ ଚାରି ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଚାଷୀ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories