www.samajalive.in
Friday, December 12, 2025
14.1 C
Bhubaneswar

ନାବାଳକ ମୃତ୍ୟୁ ଘଟଣା: ମା’ ସହ ୩ ପୁଅ ଗିରଫ

ଅନୁଗୁଳ: ଜଙ୍ଗଲରୁ ନାବାଳକର ଗଳିତ ମୃତଦେହ ଉଦ୍ଧାର ଘଟଣା। ସମ୍ପୃକ୍ତି ଅଭିଯୋଗରେ ଗୋଟିଏ ପରିବାରର ମା’ ଓ ୩ ପୁଅକୁ ପୁଲିସ ଗିରଫ କରିଛି। ମଙ୍ଗଳାକୋଠିର ପୂଜାରାଣୀ ଓ ତାଙ୍କ ୩ ପୁଅଙ୍କୁ ଗିରଫ କରାଯାଇଛି ବୋଲି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସୂଚନା ଦେଇଛନ୍ତି। ସାକ୍ଷୀଙ୍କ ବୟାନ ଓ ଲାଷ୍ଟ ସିନ ରିପୋର୍ଟ ଅନୁସାରେ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି, ତଦନ୍ତ ଜାରି ରହିଛି। ସାକ୍ଷୀଙ୍କ ବୟାନ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ତଦନ୍ତ କରୁଛୁ ବୋଲି ଏସପି ସୁଧାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories