ଅଗଷ୍ଟ ମାସରେ ଏହି ସବୁ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ – ଅଗଷ୍ଟମାସରେ ସାରା ଦେଶରେ ବିଭିନ୍ନ ରାଜ୍ୟମାନଙ୍କରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ।

prayash

ଅଗଷ୍ଟ ୬ ତାରିଖ ପ୍ରଥମ ରବିବାର
ଅଗଷ୍ଟ ୮ ତାରିଖ ସିକିମ୍‌ରେ ସ୍ୱତନ୍ତ୍ର ଭାବେ ତେଦେଙ୍ଗ ଲୋହ ରମ୍‌ ଫଟ୍‌ ପାଳନ ପାଇଁ ବନ୍ଦ
ଅଗଷ୍ଟ ୧୨ ତାରିଖ ଦ୍ୱିତୀୟ ଶନିବାର
ଅଗଷ୍ଟ ୧୩ ରବିବାର
ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପାଇଁ ସାରା ଭାରତରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୧୬ ଅଗଷ୍ଟ ପାର୍ସି ନବ ବର୍ଷ ପାଇଁ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୧୮ ଶ୍ରୀ ଶଙ୍କର ଦେବଙ୍କ ଜୟନ୍ତୀ ପାଇଁ ଆସାମରେ ଛୁଟି
ଅଗଷ୍ଟ ୨୦ ରବିବାର
ଅଗଷ୍ଟ ୨୬ ଚତୁର୍ଥ ଶନିବାର
ଅଗଷ୍ଟ ୨୭ ରବିବାର
ଅଗଷ୍ଟ ୨୮ ତାରିଖର୍ ଓନମ ପାଇଁ କେରଳରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୨୯ ତିରୁବେନମ୍‌ ପାଇଁ କେରଳରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୩୦ରେ ରକ୍ଷା ବନ୍ଧନ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ
ଅଗଷ୍ଟ ୩୧ ପାଙ୍ଗ ଲୋହାବୋସଲ୍‌ ପାଇଁ ଉତ୍ତାରଖଣ୍ଡ ଏବଂ ଆସାମ ସହ ଅନେକ ରାଜ୍ୟରେ ବ୍ୟାଙ୍କ ହଲିଡେ ।

Comments are closed.