ଫୁଲବାଣୀ: ମଣିପୁର ଠାରେ ଘଟିଥିବା ବର୍ବଣ ଘଟଣାକୁ ନେଇ ଆଜି ନିଖିଳ ଓଡ଼ିଶା ଆଦିବାସୀ ସମନ୍ୱୟ ସମିତିର କନ୍ଧମାଳ ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ଜିଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ସମିତିର ସଭାପତି ଲମ୍ବୋଦର କହଁରଙ୍କ ନେତୃତ୍ୱରେ ଜିଲାର ବହୁ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଲୋକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କୁ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
Popular Categories



