ବାହାରେ ଛତୁଆ ପ୍ରସ୍ତୁତି ବୋର୍ଡ, ଭିତରେ ସେକ୍ସ ରାକେଟ – ୧୪ ଗ୍ରାହକ ଅଟକ
ଡେସ୍କ: ରାସ୍ତା କଡ଼ ହୋଟେଲ। ବାହାରେ ବୋର୍ଡରେ ଲେଖାଅଛି ଛତୁଆ ପ୍ରସ୍ତୁତି ୟୁନିଟ କିନ୍ତୁ ଭିତରେ ଚାଲିଥିଲା ଦେହ ବେପାର। ଗତକାଲି ରାତିରେ ଏ ନେଇ ଖବର ପାଇବା ପରେ ପୁଲିସ ଝାରସୁଗୁଡା ଜିଲ୍ଲା ପଞ୍ଚପଡା ଅଞ୍ଚଳର ଏକ ହୋଟେଲରେ ଚଢ଼ାଉ କରିବା ପରେ ୧୩ ଜଣ ଦେହଜୀବୀ ଓ ୧୪ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ପୁଲିସ ଚଢ଼ାଉ ବେଳେ କେତେକ ଆପତ୍ତିଜନକ ସାମଗ୍ରୀ ମିଳିଥିବା ଜଣାପଡିଛି।
Comments are closed.