କୋଟଗଡ : କୋଟଗଡରେ ବ୍ଲକ ସ୍ତରୀୟ ଅନୁସୁଚିତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବ ପ୍ରଥମ ଥର ପାଇଁ କୋଟଦଡରେ ଅନୁଷ୍ଠିତ ହେଉଛି। ଏଥିରେ ଏକାଧିକ ମହିଳା ଆଦିବୀସୀ ସ୍ୱୟଂ ସହାୟକ ମହିଳାମାନେ ବିଭିନ୍ନ କୃଷିଜାତ ଦ୍ରବ୍ୟ,ଆଦିବାସୀ ପ୍ରସ୍ତୁତ ଉପକରଣର ପ୍ରଚାର ପ୍ରସାର ସହ ବିକ୍ରୟ ପାଇଁ ଷ୍ଟଲ ହୋଇଛି। କାର୍ଯ୍ୟକ୍ରମ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ହୋଇଥିଲା। ଏଥିରେ ଅନୁସୁଚିତ ସଂଖ୍ୟାଲଘୁ କଲ୍ୟାଣ ଜିଲା ଉପ ସଭାପତି ସୁରମା ପାଟମାଝୀ, ସାଂସଦ ମନୋଜ ସାବତ ଉପସ୍ଥିତ ଥିଲେ।
Popular Categories



