www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରାବଣ ମାସର ଆରମ୍ଭରୁ ନାଗ ନାଗୁଣୀଙ୍କ ଅପୂର୍ବ ମିଳନର ଦୃଶ୍ୟ

କାମାକ୍ଷାନଗର: ସହର ସନ୍ନିକଟ ଜିରିଡାମାଳୀ ସ୍ଥିତ ଶିବ ମନ୍ଦିର ପରିସରରେ ନଗନାଗୁଣୀଙ୍କ ମିଳନ ଦେଖି ଲୋକମାନଙ୍କ ଭିଡ଼ ଲାଗିଥିଲା।
ମହାଦେବ ଭୋଳା ନାଥ ଶିବଶଙ୍କର ଙ୍କ ବୋଲ୍ ବମ୍ ଓ ଶ୍ରାବଣ ମାସ ଚାଲି ଥିବା ବେଳେ ଜିରିଡାମାଳୀ ରେଙ୍ଗାଳି କୋଲାନି ସ୍ଥିତ ନୀଳକଣ୍ଠେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଦେଖିବାକୁ ମିଳିଛି ନାଗ-ନାଗୁଣୀଙ୍କ ଅପୂର୍ବ ମିଳନର ଦୃଶ୍ୟ। ମନ୍ଦିର ପାଖରେ ନାଗ-ନାଗୁଣୀ ଖେଳୁଥିବା ନେଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିଲା। ଅନେକ ସମୟ ଧରି ନାଗ-ନାଗୁଣୀଙ୍କ ଏହି ଦୃଶ୍ୟକୁ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ନାଗ ନାଗୁଣୀ ଜିରିଡା ମାଳି ପାଖରେ ଥିବା ନିକଟସ୍ଥ ଜଙ୍ଗଲ ଭିତରକୁ ପଳେଇ ଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories