www.samajalive.in
Saturday, December 13, 2025
26.1 C
Bhubaneswar

ବର୍ଷେ ନହେଉଣୁ ଉଠିଯାଉଛି ଆଦର୍ଶ ବିଦ୍ୟାଳୟ କାନ୍ଥ ରଙ୍ଗ

ରେଙ୍ଗାଲି: ରେଙ୍ଗାଲିରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ କୋଠାର କାନ୍ଥ ଗୁଡିକରେ ଲଗାଯାଇଥିବା ରଙ୍ଗ ବର୍ଷେ ନହେଉଣୁ ଉଠିଯାଇ ବିବର୍ଣ୍ଣ ତଥା ବିକୃତ ଦେଖାଯାଉଛି। ନିମ୍ନମାନର ରଙ୍ଗ କାମ ଯୋଗୁଁ ରଙ୍ଗ ଲଗାଯିବାର କିଛିମାସ ପରେ କାନ୍ଥ ରଙ୍ଗ ଉଠିବା ଆରମ୍ଭ ହୋଇଛି ବୋଲି ଜିଲ୍ଲା ପରିଷଦ ଜୋନ୍ (୨) ସଭ୍ୟ ଅଭିଯୋଗ କରି ଏହାର ତଦନ୍ତ କରାଯାଉ ଏବଂ ପୁନର୍ବାର ରଙ୍ଗ କରାଯାଉ ବୋଲି ଦାବି କରିଛନ୍ତି। ଅଭିଭାବକ ଓ ସଚେତନ ନାଗରିକ ମହଲରେ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ ପାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories