www.samajalive.in
Saturday, December 6, 2025
14.1 C
Bhubaneswar

ଅଭିନେତା ରବିକିଶନ୍‌ଙ୍କ ଝିଅ ସେନାରେ ଯୋଗ ଦେବେ – ଅଗ୍ନିପଥ ଯୋଜନାରେ ସେନାରେ ହେଲେ ସାମିଲ

ନୂଆଦିଲ୍ଲୀ – ବଲିଉଡ୍‌ ତଥା ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତା ତଥା ସାସଂଦ ରବିକିଶନଙ୍କ ଝିଅ ଇଶିତା ଶୁକ୍ଳା ଦେଶର ସୁରକ୍ଷା ପାଇଁ ସେନାରେ ସାମିଲ ହେବେ । ଅଗ୍ନିପଥ ଯୋଜନାରେ ସେ ସଫଳ ଭାବେ ଚୟନ ହେବାପରେ ଦେଶର ସୁରକ୍ଷା ପାଇଁ ସେନାରେ ସାମିଲ ହେବେ ବୋଲି ଜଣା ପଡିଛି । ଅଗ୍ନିବୀର ଭାବେ ସେ ସେନାରେ ସାମିଲ ହେବେ ।


ରବି କିଶନ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜର ୨୧ ବର୍ଷିୟ ଝଅ ବିଷୟରେ ଏହି ସୂଚନା ଦେଇଛନ୍ତି । ରବିକିଶନ ଏବେ ସାସଂଦ ଅଛନ୍ତି । ଅଗ୍ନିବୀର ଯୋଜନାକୁ ନେଇ ପ୍ରଥମେ ଅନେକ ବିରୋଧ ଦେଖାଦେଇଥିଲା । ନେତାମାନେ ସେମାନଙ୍କ ପିଲାଙ୍କୁ ସୁରକ୍ଷାବଳରେ ସାମିଲ କରାଇବେ ବୋଲି ପ୍ରଶ୍ନ କରିଥିଲେ ।

- Advertisement -

ଏବେ ରବିକିଶନଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା । ଇଶିତାକୁ ଏବେ ସବୁ ମହଲରୁ ପ୍ରଶଂସା ମିଳୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories