୫ଟା ସୁଦ୍ଧା ମୁଖ୍ୟ ଖବର
-ପତ୍ନୀ ହତ୍ୟା ମାମଲା : ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ଏଡିଜେ-୩ କୋର୍ଟ…..
-ମଣିପୁରରେ ଲାଗୁହେଲା ‘କାମ ନାହିଁ ତ ପଇସା ନାହିଁ’ ବା ‘ନୋ ୱାର୍କ ନୋ ପେ’……
-ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ କେନ୍ଦ୍ର ସରକାର…
-କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର ଦାବି : ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Comments are closed.