www.samajalive.in
Sunday, December 14, 2025
14.1 C
Bhubaneswar

୨୦୨୫ ସୁଦ୍ଧା ସମସ୍ତ ଟ୍ରକର କ୍ୟାବିନ୍‌ରେ ଏହା ଲଗାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ – ୨୦୨୫ ସୁଦ୍ଧା ଭାରତର ସମସ୍ତ ଟ୍ରକର କ୍ୟାବିନରେ ଏସ୍‌ସି ଲଗାଇବା ବାଧ୍ୟତାମୂଳକ । ପରିବହନ ମନ୍ତ୍ରୀ ନୀତନ ଗଡକରୀଙ୍କ ଅନୁସାରେ ସମସ୍ତ ଟ୍ରକର କ୍ୟାବିନମାନଙ୍କରେ ଏସି ଲଗାଇବା ବାଧ୍ୟତାମୂଳକ କରାଯିବ । ଏବେ ତାପମାତ୍ରା ବୃଦ୍ଧି ପାଉଛି । ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୩ରୁ ୪୭ ଡିଗ୍ରୀ ରହୁଛି । ଏହି ସମୟରେ ବିନା ଏସିର ବାହାନ ଚଳାଇବା ଏକ ପ୍ରକାର କଷ୍ଟସାଧ୍ୟ କାମ । ଟ୍ରକ ଚଳାଇବା ଅତି କଷ୍ଟକର ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ମାତ୍ର ଏହାକୁ ଅନେକ ଲୋକ ବିରୋଧ କରିଛନ୍ତି । ଏହା କରିବା ଦ୍ୱାରା ଟ୍ରକ ମୂଲ୍ୟ ବୃଦ୍ଧି ସହ ଅଧିକ ପରିବେଷ ପ୍ରଦୁଷଣ ହେବ ।

- Advertisement -

ଭାରତରେ କମ୍‌ ବାହାନ ଚାଳକ ରହିଛନ୍ତି। ଏଥିପାଇଁ ଜଣେ ଜଣେ ଚାଳକ ଦିନକୁ ୧୪ରୁ ୧୬ ଘଣ୍ଟା ଟ୍ରାକ ଚାଳନା କରିଥାଆନ୍ତି ବୋଲି ସେହି କହିଛନ୍ତି ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories