www.samajalive.in
Sunday, December 14, 2025
23.1 C
Bhubaneswar

କାଳବୈଶାଖୀରେ ଉଡିଗଲା ଟିଣ ଛପର ଘର, ବର୍ଷା ପାଣିରେ ଭିଜିଲା ଖାଦ୍ୟଶସ୍ୟ

ମୋହନା: କାଳବୈଶାଖୀର ତାଣ୍ଡବରେ ଉଡ଼ିଗଲା ଟିଣଛପର ଘର। ରହିବାକୁ ଘର ନାହିଁ। ଖାଇବାକୁ ଖାଦ୍ୟ ନାହିଁ। ଚିନ୍ତାରେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ଢ଼େପାଗୁଡ଼ା ପଞ୍ଚାୟତ ଅଧିନ ଗୋଠକେଳି ଗ୍ରାମରେ। ଘର ମାଲିକ ବିପ୍ର ମଲିକଙ୍କ ଘରଟି କାଳବୈଶାଖୀରେ ଟିଣଗୁଡିକୁ ପବନ ଉଡେଇ ନେଇଛି। ଘରେ ରଖିଥିବା ଖାଦ୍ୟଶସ୍ୟ ବର୍ଷା ପାଣିରେ ସବୁ ଓଦା ହୋଇଯାଇଛି। ରହିବା ପାଇଁ ଘର ନ ଥିବାରୁ ଗାଁ କୋଠାଘରେ ଆଶ୍ରୟ ନେଇଛନ୍ତି ବିପ୍ର ମଲିକ। ଖାଇବା ପାଇଁ କିଛି ନଥିବାରୁ ବିପ୍ର ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ନେଇ ଚିନ୍ତାରେ। ବିପ୍ର ଜଣେ ଗରୀବ ଦିନ ମଜୁରିଆ ହୋଇଥିବାରୁ ପ୍ରଶାସନ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories