www.samajalive.in
Sunday, December 14, 2025
19.1 C
Bhubaneswar

ବିପଦ ସାଜିଛି ବରଗାଁ ଅଙ୍ଗନୱାଡି କେନ୍ଦ୍ର କୋଠା

କଲମପୁର: ‘ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ’। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ସ୍ଲୋଗାନ ଗ୍ରାମାଂଚଳରେ କେତେଦୂର କାର୍ଯ୍ୟକାରୀ କରାଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାହା ନିଜେ ନଦେଖିଲେ ବିଶ୍ୱାସ କରିବା ସମ୍ଭବ ନୁହେଁ।

କଲମପୁର ବ୍ଲକ ଓ କଲମପୁର ପଞ୍ଚାୟତ ଅଧିନସ୍ଥ ବରଗାଁ, ବ୍ଲକ ସଦର ମହାକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। କିନ୍ତୁ ପରିତାପର ବିଷୟ ମାତ୍ର ଏହି ଗାଁର ରାସ୍ତାକଡରେ ଥିବା ଅଙ୍ଗନୱାଡି କେନ୍ଦ୍ର କୋଠାର ଅବସ୍ଥା ବିପର୍ଯ୍ୟସ୍ଥ। ଯାହାକୁ ଦେଖିଲେ କୋମଳମତି ଶିଶୁଙ୍କ ସମେତ, କର୍ମୀ, ସହାୟୀକା ଏବଂ ହିତାଧିକାରୀଙ୍କ ଜୀବନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଉକ୍ତ କୋଠାର ସ୍ଲାବରୁ ରିତିମତ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ଅନେକ ସମୟରେ ଗର୍ଭବତୀ, ପ୍ରସୁତୀ ମହିଳା ଓ କିଶୋରୀ ବାଳିକାଙ୍କ ସମେତ ଶିଶୁମାନେ ଆହତ ହେଉଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories