www.samajalive.in
Sunday, December 14, 2025
16.1 C
Bhubaneswar

ଭୁବନେଶ୍ୱରର ୬ଟି ଡାକ୍ତରଖାନାରେ ରହିଛି ମୃତ ଶରୀର

ଡେସ୍କ : ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ସହିତ ଜଡିତ ୧୭୦ ମୃତ ଶରୀରକୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି । ସେଗୁଡିକ ହେଉଛି :

 AIIMS (ଏମ୍ସ), ଭୁବନେଶ୍ୱର ।

- Advertisement -

AMRI (ଆମ୍ରି), ଭୁବନେଶ୍ୱର ।

SUM (ସମ) ହସ୍ପିଟାଲ୍, ଭୁବନେଶ୍ୱର।

CAPITAL (କ୍ୟାପିଟାଲ୍) ହସ୍ପିଟାଲ୍, ଭୁବନେଶ୍ୱର।

 KIMS (କୀମସ) ହସ୍ପିଟାଲ, ଭୁବନେଶ୍ୱର।

 HI-TECH (ହାଇ-ଟେକ୍) ହସ୍ପିଟାଲ୍, ଭୁବନେଶ୍ୱର।

ଚିହ୍ନଟ ହୋଇ ନଥିବା ମୃତ ଶରୀର ଫଟୋ ମଧ୍ୟ ରାଜ୍ୟ ସରକାରଙ୍କ ୱେବସାଇଟ୍ “www.bmc.gov.in” ରେ ଉପଲବ୍ଧ ଅଛି।ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ବିଭିନ୍ନ ହେଲ୍ପଲାଇନ ନମ୍ବରରେ ରେଳବାଇ ସହିତ ଯୋଗାଯୋଗ କରିବାକୁ  ଅନୁରୋଧ କରାଯାଇଛି । ନମ୍ବର ଗୁଡିକ ହେଉଛି :

ଭୁବନେଶ୍ୱର  : ୦୬୭୪-୨୫୩୪୦୨୭  

 କଟକ : ୮୪୫୫୮୮୯୯୧୭ 

ଖୋର୍ଦ୍ଧା ରୋଡ୍ : ୦୬୭୪- ୨୪୯୨୨୪୫ ଏବଂ ୮୪୫୫୮୮୭୯୯୯  

 ରାଜ୍ୟ ସରକାର : ୧୯୨୯ 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories