www.samajalive.in
Sunday, December 14, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଶ୍ରୀମନ୍ଦିରରେ ୧୬ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ.. ଆଜି ରାତି ୧୦ଟାରୁ କାଲି ଦିନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ.. ଦେବସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ..

ଶ୍ରୀଲଙ୍କାର ଅଭିଯୋଗ- ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ହୋଇଛି ସଂକ୍ରମଣ.. ଭାରତରେ ଯାଞ୍ଚ ଆରମ୍ଭ..

- Advertisement -

ବିମଳେନ୍ଦୁ ରାୟ ସୋନପୁରର ନୂଆ ଜିଲ୍ଲାପାଳ ନିଯୁକ୍ତ..

ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି.. ଦିନ ସାଢେ ୨ଟା ସୁଦ୍ଧା ୪୪.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁର.. ଝାରସୁଗୁଡା ୪୩.୪ ଡିଗ୍ରୀ,ହୀରାକୁଦ ୪୨.୮, ଭୁବନେଶ୍ୱର ୪୧.୪ ଡିଗ୍ରୀ..

ଝଡବର୍ଷା ସହ ବଜ୍ରପାତ ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି.. ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, କନ୍ଧମାଳ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡା ଜିଲାକୁ ୟେଲୋ ୱାର୍ଣ୍ଣିଂ..

ଜୁନ୍‌ ୧୭ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା ଓ ଜୁନ୍‌ ୨୨ରେ ବିଜେପି ସଭାପତି ଜେପି ନଡ୍ଡା.. ମହାଜନସମ୍ପର୍କ ଅଭିଯାନରେ ଯୋଗ ଦେବେ ବୋଲି ସୂଚନା ..

ରାଜଧାନୀରୁ ୮ ଜଣିଆ ମହିଳା ଗ୍ୟାଙ୍ଗ ଗିରଫ.. ନୟାପଲ୍ଲୀ ଥାନା ପୁଲିସ ଦ୍ୱାରା ମହିଳା ଗ୍ୟାଙ୍ଗ ଗିରଫ..

ଓଜେଇଇ-୨୦୨୩ ପରୀକ୍ଷାଫଳ ପ୍ରକାଶିତ.. ମୋଟ ୪୮ ହଜାର ୭୮୩ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି..

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories