www.samajalive.in
Sunday, December 14, 2025
26.1 C
Bhubaneswar

ଓଜେଇଇ ପରୀକ୍ଷାଫଳ ପ୍ରକାଶିତ

ଭୁୁବନେଶ୍ୱର : ପ୍ରକାଶ ପାଇଲା ଚଳିତ ବର୍ଷର ଓଜେଇଇ ପରୀକ୍ଷାଫଳ। ବିଭାଗୀୟ ମନ୍ତ୍ରୀ ପ୍ରତିରଞ୍ଜନ ଘଡାଇ ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।www.ojee.nic.in ରେ ରେଜଲ୍ଟ ଉପଲବ୍ଧ ହୋଇଛି। ମୋଟ ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ରାଙ୍କ ପାଇଛନ୍ତି । ବି ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି । ସେହିପରି LE-TECH ଡିପ୍ଲୋମାରେ ରଜତ ଶତ୍ରୁସାଲ, LE-TECH ବିଏସସିରେ ରକସିତ୍ ରାଜ ଗୁପ୍ତା, LE -pharmରେ ଶୁଭ୍ରଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ/ଏମଏସିରେ ଅପୂର୍ବ ସୁନ୍ଦର ନାୟକ, INT.MBA ପ୍ରିୟଙ୍କା ଦେ, ବି.କ୍ୟାଟ୍ ଫିଲ୍ମ ଇଡିଟିଂରେ ସଞ୍ଚଲ ଗୁପ୍ତା, ଏମ୍ ଫାର୍ମରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ, ଏମ୍. ଆର୍କିଟେକରେ ପ୍ରିୟଙ୍କା କେଡିଆ ଟପ୍ପର ହୋଇଛନ୍ତି ।

ସେହିପରି ସିଭିଲ ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ୍ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡ଼ା, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଦିପକ କୁମାର ସ୍ୱାଇଁ, ଇଲୋକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂରେ ଏମ.ଭାର୍ଗବୀ, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏନଭରନମେଣ୍ଟାଲ ଇଞ୍ଜିନିୟରିଂରେ ଶ୍ରୀରାମ ଦିୱାନ, ବାୟୋଟେକନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବ୍ୟୋମକେଶ କାମିଲା ଓ ଟେକ୍ସଟାଇନ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଟପ୍ପର ହୋଇଛନ୍ତି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories