ଅସହ୍ୟ ତାତି ; ତତଲା କଡେଇରେ ସାରା ରାଜ୍ୟ

ଭୁବନେଶ୍ୱର : ପ୍ରବଳ ତାତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ସାରା ରାଜ୍ୟବାସୀ। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ସମ୍ବଲପୁରର ତାପମାତ୍ରା। ଝାରସୁଗୁଡା ୪୦.୬, ଭୁବନେଶ୍ୱର ଓ ହୀରାକୁଦ ୩୯.୬, ଚାନ୍ଦବାଲି ୩୮.୬, ବାଲେଶ୍ୱର ୩୭.୮, କେନ୍ଦୁଝର ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.