www.samajalive.in
Saturday, December 6, 2025
26.1 C
Bhubaneswar

ହାର୍ଡୱେର ଦୋକାନରେ ଜିଏସଟି ଚଢାଉ

ଭବାନୀପାଟଣା : ସ୍ଥାନୀୟ ଅନ୍ନପୂର୍ଣ୍ଣା ଟ୍ରେଡ଼ର୍ସ ନାମକ ହାର୍ଡୱେର ଦୋକାନ ଏବଂ ତାଙ୍କର ବିଭିନ୍ନ ଫାର୍ମରେ ଜିଏସଟି ଠକେଇ ଅଭିଯୋଗରେ ଆଜି ବିଭାଗ ପକ୍ଷରୁ ଚଢାଉ ଚାଲିଛି । ସ୍ଥାନୀୟ ରେଲୱେ ଟିକେଟ କାଉଣ୍ଟର ନିକଟରେ ଥିବା ଦୋକାନ ସମେତ ଅନ୍ୟ ତିନୋଟି ସ୍ଥାନରେ ଚଢାଉ ଜାରି ରହିଛି । ସିଟି , ଜିଏସଟି ଏନଫର୍ସମେଣ୍ଟ ଟିମର ପ୍ରାୟ ୧୦ ରୁ ଅଧିକ ସଦସ୍ୟ ଚଢାଉ ଜାରି ରଖିଛନ୍ତି । ସମ୍ପୃକ୍ତ ଦୋକାନୀ କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ତାହା କାଗଜ ତନଖି ପରେ ଜଣାପଡ଼ିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories