www.samajalive.in
Monday, December 15, 2025
27.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଅସହ୍ୟ.. ପଶ୍ଚିମରେ ତାତି..

ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି..

- Advertisement -

ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ସର୍ବାଧିକ..

ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ..

କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ..

ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

ଏନଏଚଏଆଇ ପକ୍ଷରୁ ଜମି ଅଧିଗ୍ରହଣ ଚେକ୍‌‌ ଦେବାକୁ ଲାଞ୍ଚ ନେବା ଅଭିଯୋଗ..

ବାଲିଗୁଡା: ନଦୀକୂଳରେ ୨ଟି କଲରାପତରିଆ ଦେଖାଯିବାରୁ ଆତଙ୍କ..

ଗତ ରାତିରେ ବଡଗାଁ ଖଡ୍‌‌ଗ ନଦୀ ପମ୍ପ ହାଉସ ପାଖରେ ବାଘ ଦେଖାଯାଇଥିବା ନେଇ ସୂଚନା..

ଜଗତସିଂହପୁର : ଟ୍ରକ ଧକ୍କାରେ ମାଆ ଝିଅ ମୃତ..

ବାଲିକୁଦା ଥାନା ଚଷାପଡା ଛକ ନିକଟରେ ଦୁର୍ଘଟଣା..

ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ..

ଭୁବନେଶ୍ୱର : ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି.. ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ଼..

୭୫% ଆଦ୍ରତା ଥିବାରୁ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ..

ଶ୍ରୀନଗର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଝଜ୍ଜର କୋଟଲୀ ନିକଟରେ ଦୁର୍ଘଟଣା.. ପୋଲ ତଳକୁ ଖସିଲା ବସ୍‌‌.. ୧୦ ମୃତ, ୫୯ ଆହତ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories