କୋଇଲା ଉତ୍ପାଦନ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଡେସ୍କ: ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଘରୋଇ କୋଇଲା ଉତ୍ପାଦନ ୨୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ କହିଛି ଯେ ଦେଶର ସାମଗ୍ରିକ କୋଇଲା ଉତ୍ପାଦନରେ ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୩.୦୮ ମିଲିୟନ୍ ଟନ୍ ବୃଦ୍ଧି ଘଟିଛି ଯାହା ୨୦୧୮-୧୯ ଆର୍ଥିକ ବର୍ଷରେ ୭୨୮.୭୨ ମିଲିୟନ୍ ଟନ୍ ତୁଳନାରେ ପ୍ରାୟ ୨୨.୬ ପ୍ରତିଶତ ଅଭିବୃଦ୍ଧି ହୋଇଛି। ମନ୍ତ୍ରଣାଳୟର ପ୍ରାଥମିକତା ହେଉଛି କୋଇଲା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି କରିବା।

prayash


ଏହାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍ କରି କହିଛନ୍ତି, ଏହି କ୍ଷେତ୍ର ତଥା ଭାରତର ସାମଗ୍ରିକ ଅର୍ଥନୈତିକ ପ୍ରଗତି ପାଇଁ ବହୁତ ଭଲ ଖବର।

kalyan agarbati

Comments are closed.