www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ସହାୟତା ଦାବି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ୱାର୍ଡ ସଂଖ୍ୟା ୧ ବକବିରା ନିବାସୀ ଅନନ୍ତ ତରିଆ ସ୍ୱାସ୍ଥ୍ୟ ସହାୟତା ନିମନ୍ତେ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଜିଲା ପ୍ରଶାସନକୁ ଦେଇଥିବା ଦାବିପତ୍ର ଅନୁଯାୟୀ, ଅନନ୍ତ ତରିଆ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ତାଙ୍କ କାନରେ ଅସୁବିଧା ରହିଛି। ଏଥି ପାଇଁ ସେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ ସୁଦ୍ଧା ତାହା ଠିକ ହୋଇ ପାରିନାହଁ। ଏଣୁ ଡାକ୍ତର ତାଙ୍କୁ କାନଯନ୍ତ୍ର ବ୍ୟବହାର ପାଇଁ ପରାମର୍ଶ ଦେଇଥିବା ବେଳେ ଆବଶ୍ୟକୀୟ ଅର୍ଥର ଅଭାବରୁ ତାହା କିଣି ପାରୁ ନାହାନ୍ତି। ଏଣୁ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ କାନ ଯନ୍ତ୍ର କିଣିବାରେ ସହାୟତା ପ୍ରଦାନ ପାଇଁ ସେ ମଙ୍ଗଳବାର ଅନୁରୋଧ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories