www.samajalive.in
Sunday, December 14, 2025
26.1 C
Bhubaneswar

ଆମ୍ବୋଡୋଲାରେ ସମଲେଶ୍ୱରୀ ଏକ୍ସପ୍ରେସର ପରୀକ୍ଷଣ ରହଣି

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ରାୟଗଡ଼ା ଜିଲାର ଆମ୍ବୋଡୋଲା ଠାରେ ରେଳଗାଡି ସଂଖ୍ୟା ୧୮୦୦୫/୧୮୦୦୬ ହାୱାଡା – ଜଗଦଲପୁର – ହାୱଡା ସମ୍ବଲେଶ୍ୱରୀ ଏକ୍ସପ୍ରେସ ଆଗାମୀ ୬ ମାସ ପାଇଁ ୨୩ ତାରିଖରୁ ପରୀକ୍ଷଣ ରହଣି କରିବ। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ୧୮୦୦୫ ହାୱଡା – ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଆମ୍ବୋଡୋଲା ଠାରେ ଦିନ ୧ଟା ୧୫ ମିନିଟରେ ପହୁଞ୍ôଚ ୨ ମିନିଟ ରହଣି କରି ୧ଟା ୧୭ ମିନିଟରେ ଛାଡିବ। ସେହିଭଳି ୧୮୦୦୬ ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଆମ୍ବୋଡୋଲା ଠାରେ ଦିନ ୧୨ଟା ୪୫ ମିନିଟରେ ପହୁଞ୍ôଚ ୨ ମିନିଟ ରହଣି କରି ୧୨ଟା ୪୭ ମିନିଟରେ ଛାଡିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories