www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି..

ଆଜିଠୁ ଏପ୍ରିଲ ୨୦ ତାରିଖ ଯାଏଁ ନାମାଙ୍କନ ଦାଖଲ.. ଏପ୍ରିଲ ୨୧ରେ ଯାଞ୍ଚ..୨୪ ପର୍ଯ୍ୟନ୍ତ ପ୍ରତ୍ୟାହାର.. ମେ ୧୦ରେ ଭୋଟ୍‌‌.. ୧୩ରେ ହେବ ଗଣତି..

- Advertisement -

ବୌଦ୍ଧ : ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ.. ୨ ଗିରଫ..

ପୁରୁଣାକଟକ ଥାନା ମାଧପୁର ନିକଟରୁ ୯୦ କେଜି ଗଞ୍ଜେଇ ଜବତ..

କନ୍ଧମାଳ ଫିରିଙ୍ଗିଆରୁ କଟକ ଚାଲାଣ ବେଳେ ଧରିଲା ପୁଲିସ..

ଦିଲ୍ଲୀ ଏମସରେ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ..

କରୋନା ସଂକ୍ରମଣ ବୃଦ୍ଧି ପରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି..

ମାସ୍କ ବାଧ୍ୟତାମୂଳକ ସହ ସଫେଇ କାମକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ..

ଅସହ୍ୟ ଗରମରେ ଛଟପଟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡିଶା..

ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା..

୩୩ ଡିଗ୍ରୀ ସହ ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର.. ପୁରୀ ୩୨.୨,ଭୁବନେଶ୍ୱର ୩୧.୬, ଝାରସୁଗୁଡା ୩୧ ଡିଗ୍ରୀ, ଚାନ୍ଦବାଲି ୩୦.୮ ଓ କେନ୍ଦୁଝର ୩୦.୪ ଡିଗ୍ରୀ ରେକର୍ଡ..

ସମ୍ବଲପୁରରେ ହନୁମାନ ଜୟନ୍ତୀରେ ବାଇକ ରାଲିରେ ପଥରମାଡ ଘଟଣା.. ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା..

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୧୦ ହଜାର ୧୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି..

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱର ପାଳୁଛି ୭୫ ତମ ପ୍ରତିଷ୍ଠା ଦିବସ.. ୩ ଦିନ ଧରି ଅନୁଷ୍ଠିତ ହେବ ପ୍ରତିଷ୍ଠା ଦିବସ ସମାରୋହ..

ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ରୋଜଗାର ମେଳା କାର୍ଯକ୍ରମ.. ୭୧ ହଜାରରୁ ଅଧିକ କୃତୀ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୨୩ ଜଣିଆ ୨ୟ ପ୍ରାର୍ଥୀ ତାଲିକା..

ଜାଲିଆନୱାଲାବାଗ୍‌‌ ଜଣ ହତ୍ୟାକୁ ପୂରିଲା ୧୦୪ ବର୍ଷ.. ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି କୃତଜ୍ଞ ରାଷ୍ଟ୍ର..

ମୋଜାମ୍ବିକ୍‌‌ ଗସ୍ତରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର..

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ୟ୍ୟଟକ.. ଉଦ୍ଧାର କଲେ ଲାଇଫ ଗାର୍ଡ.. ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି..

ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକରେ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବିତରଣ କଲେ ନିଯୁକ୍ତି ପତ୍ର..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories