www.samajalive.in
Saturday, December 6, 2025
17.1 C
Bhubaneswar

ଦୁର୍ଘଟଣାରେ ୩ ଚାଳକ ମୃତ

ଝାରସୁଗୁଡା: ଗତ ମଧ୍ୟ ରାତ୍ରରେ ଝାରସୁଗୁଡା ସଦର ଥାନା ଓ ଆରଟିଓ ଅଫିସ ସାମ୍ନାରେ ଭୟଙ୍କର ଦୁର୍ଘଟଣା  ଘଟିଛି । ଏକା ସାଙ୍ଗରେ ଟ୍ରକ ଓ ଟ୍ରେଲର ତିନୋଟି ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି ।

ଧକ୍କା ଲାଗିବା ପରେ ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଛି । ଡ୍ରାଇଭର ମାନେ ଜୀବନ୍ତ ଜଳିଯାଇଛନ୍ତି, ଏକା ସଙ୍ଗେ ରାସ୍ତା ରେ   ତିନୋଟି ଗାଡି ଜଳିଯାଇଥିବା ପ୍ରାଥମିକ ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories