www.samajalive.in
Saturday, December 13, 2025
26.1 C
Bhubaneswar

ଜେଲ୍‌‌ ପରିସରରେ ସତସଙ୍ଗ

ଫୁଲବାଣୀ: ଶନିବାର ଦିନ ମୁନିନ୍ଦ୍ର ଧର୍ମାର୍ଥ ଟ୍ରଷ୍ଟ କୁରୁକ୍ଷେତ୍ର ହରିଆଣା ଆନୁକୁଲ୍ୟରେ ଓଡ଼ିଶା ଶାଖା ସମ୍ବଲପୁର ତଥା କନ୍ଧମାଳର ଭକ୍ତ ମାନଙ୍କ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କାରାଗାରରେ ସତ୍ ଗୁରୁ ରାମପାଲଜୀଙ୍କ ସତସଙ୍ଗର ଆୟୋଜନ କରାଯାଇଛି। ଜେଲ୍ ଅଧିକାରୀ ଶ୍ରମିଷ୍ଠା ପୃଷ୍ଟିଜୀଙ୍କ ଅନୁମତି ସହିତ କରାଗଲା ଏବଂ ଏହା ସହିତ ଜୀବନର ମାର୍ଗ ପୁସ୍ତକ ବିତରଣ କରାଗଲା। ଏହି ସତସଙ୍ଗରେ ୩୦୦ କାରାଗାରର ଅନ୍ତେବାସୀଙ୍କ ସହିତ ଜିଲ୍ଲା କାରାଗାରର କର୍ମଚାରୀ ଶ୍ରବଣ କରି ଆଧ୍ୟାତ୍ମିକ ଜ୍ଞାନର ଲାଭ ଉଠାଇ ଥିଲେ। ସତସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାନବିକତାର ଧର୍ମ ମାଧ୍ୟମରେ ଜୀବ ହତ୍ୟା, ଜାତିପ୍ରଥା, ନିଶାମୁକ୍ତ,କୁସଂସ୍କାର,ଭ୍ରୁଣହତ୍ୟା,ଅହିଂସାନୀତି, ଲାଞ୍ଚ ଆଦି ଉଠାଇ ସମାଜରେ ଶାନ୍ତି ଓ ଭାଈଚାରା ସ୍ଥାପିତ କରିବା। ଏହା ସହିତ ଯୁବ ବର୍ଗ ମାନଙ୍କ ମଧ୍ୟରେ ନୈତିକତା ଓ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ କରାଇବା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories