www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପିର ନୂତନ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା

ପାଟଣା: ପୂର୍ବତନ ମନ୍ତ୍ରୀ ତଥା ବିଜେପି ଓଡିଶାର ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନୂତନ ଭାବେ ରାଜ୍ୟ ସଭାପତି ଦାୟିତ୍ୱ ପ୍ରଦାନ କରାଯିବ ପରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ସଦର ବିଧାୟକ ମୋହନ ମାଝି ବ୍ୟକ୍ତିଗତ ଭାବେ ମନମୋହନଙ୍କୁ ଯୋଗାଯୋଗ କରି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କେନ୍ଦୁଝର ବିଜେପିର ବରିଷ୍ଠ ନେତା ପୂର୍ବତନ ସାଂସଦ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ଅନୁସୂଚିତ ଜନଜାତି କମିଶନ୍ ସଦସ୍ୟ ଅନନ୍ତ ନାୟକ ମଧ୍ଯ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ବିଜେପି ସଂଗଠନର ଛାମୁଆ ନେତା ରାଧାକାନ୍ତ ମହାନ୍ତ, ମମତା ସିଂହ, ମମିତା ନାଏକ, ପୃଥ୍ୱୀରାଜ କୁଅଁର, ସତ୍ୟବ୍ରତ ନାଏକ, ଅଖିଳ ଚନ୍ଦ୍ର ନାଏକ, ପ୍ରହଲ୍ଲାଦ ପଲେଇ, ଅଖିଳ ପାତ୍ର, ଅମର ସିଂହ, ଶମ୍ଭୁନାଥ ରାଉତ, ଭଗବାନ ସାହୁ, ଅନୁବ୍ରତ ବେହେରା, ଶିବ କୁମାର ରାଠୋର, ମାନସ ନାଏକ, ଦୀପକ ଜେନା, ଅଗ୍ନୁ ଚରଣ ମହାନ୍ତ, ନୀଳମଣି ମହାନ୍ତ, ସବୀର ଦାଶ, ହେମରଞ୍ଜନ ବାରିକ, ଲକ୍ଷ୍ମଣ ରାଉତ, କିରଣବାଳା ନାୟକ, ଶୁକଦେବ ମହାନ୍ତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଦିଲ୍ଲୀପ ପଣ୍ଡା ଇତ୍ୟାଦି ବ୍ୟକ୍ତିଗତ ଭାବେ ମନମୋହନ ସାମଲଙ୍କ ସହିତ ଯୋଗାଯୋଗ କରି ଶୁଭେଚ୍ଛା ଜଣାଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories