www.samajalive.in
Saturday, December 13, 2025
26.1 C
Bhubaneswar

ଫୁଡ୍‌ ଆଲର୍ଜି ବା ଖାଦ୍ୟ ପ୍ରତ୍ୟୁର୍ଜତା ହେଲେ ହୁଏ ଏହି ସବୁ ପ୍ରତିକ୍ରିୟା

ଫ୍ରିଜ୍ ଖାଦ୍ୟ, ପ୍ୟାକେଟ୍‌ରେ ଥିବା ଖାଦ୍ୟପାନୀୟ ପାଇଁ ପ୍ରତ୍ୟୁର୍ଜତା (ଆଲର୍ଜି) ହୁଏ। ମା’ମାନେ ପିଲାଙ୍କୁ ଯେଉଁ ଖାଦ୍ୟ ରାନ୍ଧି ଦେଉଛନ୍ତି, କିମ୍ବା ବଜାରରୁ କିଣି ଦେଉଥିଲେ, ସେସବୁକୁ ଭଲ ଭାବେ ଦେଖି ଚାହିଁ ଦେବା ଦରକାର। ପିଲାକୁ ଯଦି ଖାଦ୍ୟ ପ୍ରତି ପ୍ରତ୍ୟୁର୍ଜତା ଥିବ, ତାକୁ ଖାଇଲେ ପେଟ ଖରାପ ଓ ଜ୍ବର ବି ହୁଏ।

u ସବୁବେଳେ ଉଷୁମ ଖାଦ୍ୟ ଖାଆନ୍ତୁ। ବାହାର ଫାଷ୍ଟଫୁଡ୍ ଖାଉଥିଲେ, ତାହା ପ୍ରତ୍ୟୁର୍ଜତାର ମୁଖ୍ୟ କାରଣ। ଯେଉଁ ଖାଦ୍ୟ ଖାଇବା ପରେ ବାନ୍ତି ହେବ କିମ୍ବା ଦେହ,ହାତ କୁଣ୍ଡାଇ ହେବ, ଜାଣିବେ ଯେ ଆଲର୍ଜି ହେଉଛି। ଦ୍ବିତୀୟ ଥର ସେଇ ଭୁଲ କରନ୍ତୁନି।

- Advertisement -

u ଖାଇବା ପରେ ଉଷୁମ ପାଣି ସବୁବେଳେ ପିଇବାର ଅଭ୍ୟାସ କରିବା ଦରକାର। ନଖ ଉଷୁମ ପାଣି ପିଇଲେ, ପ୍ରତ୍ୟୁର୍ଜତା ହେବାର ଭୟ କମ୍ ରହେ।

u କେତେଜଣ ଆମିଷ ଖାଦ୍ୟ ଖାଇବା ପରେ ସେମାନଙ୍କ ପ୍ରତ୍ୟୁର୍ଜତା ହୁଏ। ଏଥିପ୍ରତି ବି ସତର୍କ ରୁହନ୍ତୁ।

u ଖାଦ୍ୟ ପରଷିବା ପୂର୍ବରୁ ଥାଳିକୁ ଭଲରେ ପରିଷ୍କାର କରିନେବାକୁ ଭୁଲିବେନି। ପ୍ରତ୍ୟୁର୍ଜତା ହେବାର ଏହା ଅନ୍ୟତମ ମୁଖ୍ୟ କାରଣ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories