www.samajalive.in
Sunday, December 14, 2025
26.1 C
Bhubaneswar

ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର, ୩୫ୟୁନିଟ ରକ୍ତ ସଂଗ୍ରହ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି କରଣ ସମାଜ ତରଫରୁ ସ୍ଥାନୀୟ ଡାକ୍ତଖାନା ପରିସରେ ଥିବା ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସଭାପତି ପୁର୍ଣଦାନନ୍ଦ ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରକ୍ତ ଭଣ୍ଡାର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୌମ୍ୟ ପ୍ରିୟ ଦର୍ଶୀ ପଣ୍ଡା, ପ୍ରଶାନ୍ତ ସାହୁ, ଗଜପତି ବେହେରା, ଦୁର୍ଗା ତାଣ୍ଡି, କୁନାଲ ଦାସ, ଗୁରୁବାରୁ ରଣା ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଜୟଲକ୍ଷ୍ମୀ ମହାନ୍ତି, ସଂଗଠନ ସମ୍ପାଦକ ଶୁକଦେବ ମହାନ୍ତି ଅଜୟ ଦାସ, କମଲେଶ ମହାନ୍ତି, ରଘୁନାଥ ଦାସ, ବିପିନ ବହିଦାର, ଶିବାଜୀ ମହାନ୍ତି, ସୁରେଶ ମହାନ୍ତି, ସୁବାଷ ଚନ୍ଦ୍ରବେହେରା, ଦାମୋଦର ମହାନ୍ତି ,ଜୀବନାନନ୍ଦ ମହାନ୍ତି,ବାବୁଲା ମହାନ୍ତି, ପ୍ରକାଶ ପଟ୍ଟନାୟକ, ଶୁଭମବହିଦାର ,ସୁରେନ୍ଦ୍ର ପଟ୍ଟନାୟକ,ଶରତ କାନୁନଗୋ,ରୁପାଲୀ ମହାନ୍ତି, କଲ୍ୟାଣୀ ପଟ୍ଟନାୟକ, ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories