www.samajalive.in
Sunday, December 14, 2025
26.1 C
Bhubaneswar

ଚମ୍ପାଝର ଠାରେ ବନାଗ୍ନି ନିରାକରଣ ସଚେତନତା ସଭାଯାତ୍ରା

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ରେଞ୍ଜର ଚମ୍ପାଝର ଠାରେ ସ୍କୁଲ ପିଲା ସହିତ ସ୍ଥାନୀୟ କମିଟି ଓ ବନ କର୍ମଚାରୀ ଦ୍ଵାରା ବନାଗ୍ନି ନିରାକରଣ ସଚେତନତା ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଚେତନତା ରାଲିର ଫରେଷ୍ଟର ତପନ କୁମାର ମହାନ୍ତ ନେତୃତ୍ୱରେ ଶିକ୍ଷକ ହାରଦିକ୍ ପଣ୍ଡା ବନାଗ୍ନି ବିଷୟରେ ଆଲୋଚନା କରିଥିଲେ। ବନରକ୍ଷୀ କିଶୋର କୁମାର ମହାନ୍ତ, ମୌସୁମୀ ଦାସ, ଚତରଞ୍ଜନ ନାଏକ ଓ ବନକର୍ମଚାରୀ ସହଯୋଗ କରିଥିଲେ। ଏ ରାଲି ଚମ୍ପାଝର ଗାଁ ଛକ ବିଭିନ୍ନ ଫ୍ଲାଗ କାର୍ଡ, ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ଶେଷରେ ଫରେଷ୍ଟ ଗାର୍ଡ କିଶୋର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories