www.samajalive.in
Sunday, December 14, 2025
23.1 C
Bhubaneswar

ଟ୍ରକ ତଳେ ଶୋଇ ରହିଲେ ଧାରଣାରତ ଚାଳକ

ପାଟଣା: ଆନ୍ଦୋଳନରତ ଗାଡି ଚାଳକ ମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ବାଉଁଶୁଳି ଛକରେ ଧାରଣାକୁ ସର୍ବସାଧାରଣ ଓ ବିରୋଧୀ ଦଳ ସମ୍ପୂର୍ଣ ସମର୍ଥନ କରୁଥିବାବେଳେ ଆଜି ଶେଷ ଦିନରେ ଏଠାରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଥରେ ଗାଡି ଛାଡିବା ପରେ ପୁଣି ଅଟକାଇବା ଓ ପୁଣି ଛାଡିବା ଘଟଣାରେ ପୁଲିସକୁ ମଧ୍ୟ ଅସ୍ତବ୍ୟସ୍ତ ହେବାକୁ ପଡ଼ିଥିଲା। ଏପରିକି ବାହାର ରାଜ୍ୟ ଟ୍ରକ ୪୯ ନଂ ଜାତୀୟ ରାଜପଥରେ ଯାଉଥିବା ସମୟରେ ସେହି ଟ୍ରକ ଚକ ତଳେ କିଛି ଚାଳକ ଶୋଇ ରହିଥିବାରୁ ତାଙ୍କୁ ସେଠାରୁ ବାହାର କରିବାକୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ତେବେ ବାଦ ବିବାଦ ସତ୍ତ୍ୱେ ୪୯ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories