ଫୁଲବାଣୀ: ଫୁଲବାଣୀ ସଦର ଅବକାରୀ ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ଆଜି ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଭେଟଖୋଲ ଠାରେ ଏକ ଗାଡିକୁ ଅଟକାଇ ଯାଞ୍ଚ କରା ଯାଇଥିଲା। ଏହି ଗାଡିରୁ ୮୦କେଜି ଗଞ୍ଜେଇ ବାହାରି ଥିଲା ଏବଂ ଜଣେ ସାରଂଗଡ଼ର ଫିଲିଫ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Popular Categories



