www.samajalive.in
Sunday, December 7, 2025
26.1 C
Bhubaneswar

ବଡ ଗାଡି ଘର ଟଙ୍କା ପାଇଁ ମୁଁ କାମ କରେନି, ଅଭିନୟକୁ ମୁଁ ଭଲ ପାଏ – ମନୋଜ ବାଜପେୟୀ

ନୂଆଦିଲ୍ଲୀ – ବଲିଉଡ୍‌ ଏବଂ ଭାରତୀୟ ଅଭିନୟ ଜଗତର ମନୋଜ ବାଜପେୟୀ ବାସ୍ତବ ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ । ଯେ କୌଣସି ଚରିତ୍ର ସେ ବିଶ୍‌ ନିଖୁଣ ଭାବେ କରନ୍ତି । ତାଙ୍କୁ ବଲିଉଡ୍‌ର ଅନେକ କଳାକାର ଗୁରୁ ଭାବେ ସମ୍ମାନ ଦିଅନ୍ତି ।

ଏବେ ବି ମନୋଜଙ୍କୁ ଅନେକ ବାସ୍ତବ ଧର୍ମୀ ସିନେମା ଏବଂ ଓ୍ୱେବ ସିରିଜ୍‌ରେ ଦେଖିବା ପାଇଁ ମିଳୁଛି । କାନାଡାର ଏକେ ସାକ୍ଷାତକାର ଦେବା ସମୟରେ ସେ ବଡ ଗାଡି ଘର ଅଧିକ ଟଙ୍କା ପାଇଁ ଅଭିନୟ କରୁ ନଥିବା କଥା କହିଛନ୍ତି । ଅଭିନୟକୁ ସେ ଭଲ ପାଆନ୍ତି । ଏଥିପାଇଁ ସେ ଅଭିନୟ କରୁଥିବା କଥା କହିଛନ୍ତି ।

- Advertisement -

 

ମନୋଜ ବାଜପେୟୀ  ମଞ୍ଚ ନାଟକ ଏବଂ ଟଭି ସିରିଏଲ୍‌ରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ତ୍ରିଶୁଳ ସହ ଅନେକ ସୁପରହିଟ୍‌ ସିନେମାରେ ଅଭିନୟ କରିବା ପାଇଁ ମିଳିଥିଲା । ଏବେ ବେଶ୍‌ ବଡ ତଥା ସଫଳ କଳାକାର ଭାବେ ସେ ଖ୍ୟାତି ଲାଭ କରିଥିଲେ ମଧ୍ୟ ମଞ୍ଚ ନାଟକରେ ଅଭିନୟ କରିବାକୁ ଭଲ ପାଉଥିବା କଥା କହିଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories