www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବୟସରେ ଚମକିବ ଆପଣଙ୍କ ଭାଗ୍ୟ

ଅନେକ ବ୍ୟକ୍ତି ବିଶେଷ ଜ୍ୟୋତିଷ ଶାସ୍ତ୍ର ,ହସ୍ତରେଖା ଭଳି ବିଭିନ୍ନ ମାଧ୍ୟମରେ ନିଜ ଭାଗ୍ୟ ବିଷୟରେ ଜାଣିବାକୁ ଇଚ୍ଛା କରିଥାଆନ୍ତି । କେଉଁ ବୟସରେ କିମ୍ବା କେଉଁ ସମୟରେ ଜୀବନରେ ଥିବା ସମସ୍ୟା ଦୂର ହେବ, ଭାଗ୍ୟରେ ସୁପରିବର୍ତ୍ତନ ହେବ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଦି । ପ୍ରତ୍ୟେକ ଏସବୁ ଜାଣିବାକୁ ସର୍ବଦା ଆଗ୍ରହୀ ହୋଇଥାଆନ୍ତି । ଜାଣନ୍ତୁ..
ମେଷ – ମେଷ ଲଗ୍ନ ଓ ରାଶିର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷରୁ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ୧୬ ବର୍ଷ ବୟସରେ ଭାଗ୍ୟରେ ଅଧିକ ସୁପରିବର୍ତ୍ତନ ହୋଇନଥିଲେ, ୨୨,୨୮,୩୨ ଓ ୩୬ ବର୍ଷରେ ଭାଗ୍ୟ ଉଦୟ ହେବା ସହ ସଫଳତା ମିଳିଥାଏ ।
ବୃଷ – ଏହି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୨୫ ବର୍ଷ ବୟସରେ ହୋଇଥାଏ ନଚେତ୍‍ ୨୮,୩୬,୪୨ ବର୍ଷ ବୟସରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
ମିଥୁନ – ଏହି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୨୨ ବର୍ଷ ନଚେତ୍‍ ୪୨ ବର୍ଷ ବୟସରେ ସଫଳତା ଓ ଆର୍ଥିକ କ୍ଷେତ୍ରରେ ଲାଭବାନ୍‍ ହୋଇଥାଆନ୍ତି । ଏହାସହ ୩୨, ୩୩ ଓ ୩୬ ବର୍ଷ ବୟସରେ ହୋଇଥାଏ ।
କର୍କଟ – ଏହି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୧୬ ବର୍ଷ ବୟସରେ ହୋଇଥାଏ । ନଚେତ୍‍ ୨୨,୨୫,୨୮,୩୨ ବର୍ଷ ବୟସରେ ହୋଇଥାଏ ।
ସିଂହ – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ପରେ ୨୨,୨୪,୨୬ ଓ ୨୮ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ ।
କନ୍ୟା – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ନଚେତ୍‍ ୨୨,୨୫,୩୨,୩୩,୩୫ ଓ ୩୬ ବର୍ଷ ବୟସରେ ହୋଇଥାଏ ।
ତୁଳା – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୨୪ ବର୍ଷ ନଚେତ୍‍ ୨୫,୩୨,୩୩,୩୫ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ ।
ବିଛା ରାଶି – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୨୨ ବର୍ଷ ଓ ପରେ ୨୪ ଏହାସହ ୨୮ ଓ ୩୨ ବର୍ଷ ବୟସରେ ମଧ୍ୟ ସଫଳତା ମିଳିବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ଧନୁ ରାଶି – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ପରେ ୨୨ ଓ ୩୨ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ଆସେ ।
ମକର – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୨୫ ବର୍ଷ ବୟସରେ ସଫଳତା ମିଳିବା ଆରମ୍ଭ ହେବା ସହ ୨୫ ବର୍ଷ ପରେ ୩୩,୩୫ କିମ୍ବା ୩୬ ବର୍ଷ ବୟସରେ ହୋଇଥାଏ ।
କୁମ୍ଭ – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୨୫ ବର୍ଷ ପରେ ୨୮,୩୬ ଓ ୪୨ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ଆସେ ।
ମୀନ – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ପରେ ୨୨ ବର୍ଷ, ୨୮ କିମ୍ବା ୩୩ ବର୍ଷ ବୟସରେ ଭାଗ୍ୟ ଉଦୟ ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories