www.samajalive.in
Sunday, December 14, 2025
26.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ସ୍ମାର୍ଟ ସିଟିରେ ଏକି ବ୍ୟବସ୍ଥା… ? ମୃତ ମା’ଙ୍କୁ ମିଳିଲାନି ସରକାରୀ ଆମ୍ବୁଲାନ୍ସ…  ଷ୍ଟ୍ରେଚରରେ ବୋହି ନେଲା ଅସହାୟ ପୁଅ…  ସୂଚନା ପାଇବା ପରେ ମାଗଣାରେ ଆମ୍ବୁଲାନ୍ସ ଯୋଗାଇଲା ଘରୋଇ ଆମ୍ବୁଲାନ୍ସ ସଂଘ… ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଘଟଣା… ସରକାରଙ୍କ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ…

(୨) ଉପନିର୍ବାଚନ ପାଇଁ ପଦ୍ମପୁରରେ ଲାଗୁଛି ନେତାଙ୍କ ଭିଡ… ପ୍ରଚାରରେ କମ୍ପୁଛି ସାରା ନିର୍ବାଚନମଣ୍ଡଳି… ମୈଦାନରେ ପ୍ରାର୍ଥୀଙ୍କ କଡ଼ା କସରତ… ବିଜେଡି ବିଜେପି ମଧ୍ୟରେ ଚାଲିଛି ​ ଟକ୍କର… ପଛରେ ପଡ଼ିନି କଂଗ୍ରେସ… ଭୋଟଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳର ଜୋରଦାର ପ୍ରୟାସ…

- Advertisement -

(୩) ଯାଜପୁର କୋରେଇରେ ମାଲଗାଡ଼ି ମାଡ଼ିଯିବା ଘଟଣା… ସ୍ୱାଭାବିକ ହେଲା ରେଳ ଚଳାଚଳ… ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍‌… ଅପ୍‌ ଏବଂ ଡାଉନ୍‌ ଉଭୟ ଲାଇନରେ ଚଳାଚଳ କରୁଛି ରେଳ… ଗତକାଲି ଯାତ୍ରୀ ବିଶ୍ରାମଗାରାକୁ ଟ୍ରେନ୍‌ ମାଡ଼ିଯିବା ଯୋଗୁଁ ହୋଇଥିଲା ୩ଜଣଙ୍କ ମୃତ୍ୟୁ… ଭାଙ୍ଗିଥିଲା ଷ୍ଟେସନ…

(୪) ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା… ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦେଶାଳୟ… ଅର୍ଚ୍ଚନାଙ୍କ ବ୍ୟବସାୟ ପାର୍ଟନର ଖଗେଶ୍ୱରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା ଇଡି… ଘଟଣାକୁ ନେଇ କରିବ ଆହୁରି ଖୋଳତାଡ଼… ସେପଟେ ନାଗଙ୍କ ସହ ଅର୍ଥ କାରବାର କରିବାକୁ ନେଇ ୧୫ଜଣଙ୍କୁ ଇଡି ସମନ କରିଥିବା ସୂଚନା…

(୫) ମୃତଦେହ ରଖି ସାରାରାତି ରାସ୍ତାରୋକ… ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାରୋକ କଲେ ଗ୍ରାମବାସୀ… କ୍ଷତିପୂରଣ ଦାବିରେ ଗତକାଲି ସଂଧ୍ୟାରୁ ହୋଇଛି ରାସ୍ତା ଅବରୋଧ… ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି… ଛତିଶଗଡ଼କୁ ଗମନାଗମନ ବାଧାପ୍ରାପ୍ତ… ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସନ୍ତୋଷପୁରର ଘଟଣା…

(୬) ଫିଫା ବିଶ୍ୱକପରେ ଇରାନ୍‌ ଖେଳାଳିଙ୍କ ଅଭିନବ ପ୍ରତିବାଦ… ଦେଶରେ ଚାଲିଥିବା ହିଜାବ ବିବାଦକୁ ସମର୍ଥନ ଜଣାଇ ପ୍ରତିବାଦ କଲେ ଖେଳାଳି… ମ୍ୟାଚ୍‌ ପୂର୍ବରୁ ଗାନ କଲେନି ଜାତୀୟ ସଂଗୀତ… ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଲା ଇରାନ୍‌ ଖେଳାଳିଙ୍କ ଅଭିନବ ପ୍ରତିବାଦ…

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories