www.samajalive.in
Monday, December 15, 2025
26.1 C
Bhubaneswar

ଜାତୀୟ ମେଧା ବୃତ୍ତି ଆବେଦନ ସମୟ ଅକ୍ଟୋବର ୧୫ ଯାଏଁ ବୃଦ୍ଧି

ଡେସ୍କ: ଜାତୀୟ ମେଧା ବୃତ୍ତି ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଷ୍ଟମ ଶ୍ରେଣୀରୁ ପାଠପଢ଼଼ା ଛାଡୁଥିବା ହାର ହ୍ରାସ କରିବା ପାଇଁ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ମାଧ୍ୟମିକ ଶ୍ରେଣୀରେ ସେମାନଙ୍କର ପାଠପଢା ଜାରି ରଖିବାକୁ ଏହି ବୃତ୍ତି ଦିଆଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ୧ଲକ୍ଷ ସାନି ବୃତ୍ତି ନବମ ଶ୍ରେଣୀର ବଛା ବଛା ୧ଲକ୍ଷ ବିଦ୍ୟାର୍ଥୀଙ୍କୁ ପ୍ରତିବର୍ଷ ଦିଆଯାଉଛି ଏବଂ ସେମାନେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ତଥା ସ୍ୱାୟତସଂସ୍ଥା ଗୁଡ଼ିକ ଜରିଆରେ ଚାଲିଥିବା ବିଦ୍ୟାଳୟ ଗୁଡ଼ିକରେ ସେମାନଙ୍କର ପାଠପଢ଼଼ା ଜାରି ରହିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories