www.samajalive.in
Saturday, December 13, 2025
26.1 C
Bhubaneswar

ଉପକୂଳ ଓଡ଼ିଶାରେ ଆଜିଠୁ ବଢ଼ିବ ବର୍ଷା ପରିମାଣ

ଡେସ୍କ: ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି। ତେବେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଂଟାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୩.୦ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ପଦ୍ମପୁରରେ ୫୪.୦ ମି.ମି., ବାଲେଶ୍ୱର ଖଇରାରେ ୫୧.୦, ନୟାଗଡ଼଼ ବରମୂଳରେ ୪୭.୪, ରାୟଗଡ଼଼ାରେ ୪୪.୮, ମୟୂରଭଞ୍ଜ ତିରିଙ୍ଗରେ ୪୩.୮, ନୟାଗଡ଼଼ ଓଡ଼ଗାଁରେ ୩୭.୧, ଗଞ୍ଜାମ ସୋରଡ଼ାରେ ୩୬.୦, ପୁରୀ ସତ୍ୟବାଦୀରେ ୩୬.୦ ଏବଂ ନୟାଗଡ଼଼ ଗଣିଆରେ ୩୪.୩ ମି.ମି. ବର୍ଷା ରେକର୍ଡ଼ କରାଯାଇଛି।

ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁର ଓ ଗୋପାଳପୁରରେ ୩୫.୦ ଡ଼ିଗ୍ରୀ ସେଲସିୟସ୍‍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼଼ ଓ ବୌଦ୍ଧରେ ୨୦.୦ ଡ଼ିଗ୍ରୀ ସେଲସିୟସ୍‍ ରେକର୍ଡ଼ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories