www.samajalive.in
Tuesday, December 9, 2025
16.1 C
Bhubaneswar

ପୁଅ ସାମ୍ନାରେ ଭାସିଗଲେ ବାପା

ତେଲକୋଇ: ନୟାକୋଟ ଥାନା କେନ୍ଦୁଗୋଟି ଗାଁ ନିକଟ ବୈତରଣୀ ନଦୀରେ ପୁଅ ସାମ୍ନାରେ ବାପା ଭାସି ଯାଇଥିବା ସୂଚନା ମିଳିଛି। ବାପା ଓ ପୁଅ ବାଇକରେ ଗଲାବେଳେ ରାସ୍ତାରେ ଥିବା ପୋଲ ବୁଡ଼ିଥିଲା। ପୁଅ ବାଇକରେ ପୋଲ ପାରି ହୋଇଯିବା ପରେ ବାପା ଚାଲି ଚାଲି ଯାଉଥିଲେ। ହ୍ୟୁମ ପାଇପରେ ତିଆରି ପୋଲରେ ଗୋଡ଼ ଖସି ଯିବାରୁ ଭାସି ଯାଇଥିଲେ ବାପା। ପୁଅ ସାମ୍ନାରେ ବାପା ଭାସି ଯିବା ପରେ ନିଖୋଜ ହୋଇ ଯାଇଥିଲେ। ନିଖୋଜ ବାପାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏ ପର୍ଯ୍ୟନ୍ତ ବାପାର କୌଣସି ପତ୍ତା ମିଳି ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories