ଡେସ୍କ: ବାଂଲାଦେଶରେ ଜନ୍ମିତ ଫାହମିଦା ଅଜିମ ୨୦୨୨ ପୁଲିତଜର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେ ଆମେରିକାର ଇନ୍ସାଇଡର୍ ଅନ୍ଲାଇନ୍ ପତ୍ରିକା ପାଇଁ କାର୍ଯ୍ୟ କରୁଛନ୍ତି। ଇଲୁଷ୍ଟ୍ରେଟେଡ୍ ରିପୋର୍ଟିଂ ଆଣ୍ଡ କମେଣ୍ଟାରୀ ବର୍ଗରେ ତାଙ୍କୁ ୨୦୨୨ ପାଇଁ ପୁଲିତ୍ଜର ପୁରସ୍କାର ପ୍ରଦାନ କରାଯିବ। ତାଙ୍କୁ ମିଶାଇ ୪ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ସାମ୍ବାଦିକମାନେ ହେଲେ ଆନ୍ଥୋନୀ ଡେଲ୍ କୋଲ୍, ଜୋସ୍ ଆଦାମ୍ସ ଓ ୱାଲଟ୍ ହିକି।
Popular Categories



