www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଗ୍ୟାଷ୍ଟ୍ରିକର ମୁଖ୍ୟ କାରଣ

ଅଧିକାଂଶ ଲୋକଙ୍କ ଅନେକ ସମୟରେ ଗ୍ୟାଷ୍ଟ୍ରିକ ହୋଇଥାଏ। ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜାଣନ୍ତୁ ଏଭଳି ହେବାର କାରଣ..
ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ପାନୀୟ ପିଇବା ପାଇଁ ଷ୍ଟ୍ରର ବ୍ୟବହାର ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହୋଇଥାଏ।
ଅଧିକ ପରିମାଣରେ ନିୟମିତ ମୃଦ୍ୟୁ ପାନୀୟ ପିଅନ୍ତୁ ନାହିଁ। ଏହା ମଧ୍ୟ ଗ୍ୟାଷ୍ଟ୍ରିକର କାରଣ।
ଅଧିକ ପରିମାଣରେ ରାଜମା,ବ୍ରୋକୋଲି,ପତ୍ରଜନିତ ପନିପରିବା ଆଦି ସେବନ କରନ୍ତୁ ନାହିଁ।
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଗ୍ୟାଷ୍ଟ୍ରିକ ହୋଇଥାଏ।
ଅଧିକ ଚିନ୍ତା ସହ ରାତିରେ ପାଟି ଖୋଲା କରି ଶୋଉଥିଲେ ମଧ୍ୟ ଗ୍ୟାଷ୍ଟ୍ରିକର କାରଣ ହୋଇଥାଏ।
ଗ୍ୟାଷ୍ଟ୍ରିକ ପାଇଁ ପେଟରେ ଯନ୍ତ୍ରଣା,ବ୍ୟସ୍ତତା ଅନୁଭବ,କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories