www.samajalive.in
Saturday, December 13, 2025
26.1 C
Bhubaneswar

ଜଗନ୍ନାଥ ରାମଲୀଳା ସଂଘ ଦ୍ୱାରା ନନ୍ଦୋତ୍ସବ

ଆଠଗଡ଼: ଆଠଗଡ଼ର ଶ୍ରୀ ଜଗନ୍ନାଥ ରାମଲୀଳା ନାଟ୍ୟସଂଘ ପକ୍ଷରୁ ଶନିବାର ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। କଳାକାରମାନେ ଶ୍ରୀକୃଷ୍ଣ, ଶ୍ରୀ ବଳରାମ, ନନ୍ଦରାଜା, ନନ୍ଦରାଣୀ ଯଶୋଦା, ଗୋପାଳ, ଗୋପାଳୁଣି ବେଶ ହୋଇ ସନ୍ଧ୍ୟାରେ ନୃତ୍ୟସଂଗୀତ ତାଳେତାଳେ ସହର ପରିକ୍ରମା କରିଥିଲେ। ବିଭିନ୍ନ ସାହି ବସ୍ତିରେ ମହିଳାମାନେ ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିବା ଦେଖାଯାଇଥିଲା। ରାମଲୀଳା ନାଟ୍ୟସଂଘର ନିର୍ଦ୍ଦେଶକ ଜଗୁଚରଣ ଭକ୍ତା, ବଳରାମ ଜେନା, ହରଶ କୁମାର ଭକ୍ତା, ଶରତ କୁମାର ଜେନା ଓ ରଞ୍ଜନ କୁମାର ଜେନାଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories