www.samajalive.in
Monday, December 15, 2025
16.1 C
Bhubaneswar

ଓଡିଶାରେ କରୋନା : ୬୫୩ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୮,ସଙ୍ଗରୋଧରୁ ୩୮୪, ସ୍ଥାନୀୟ ୨୬୯।

- Advertisement -


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୩,ବାଲେଶ୍ୱର ୯, ବରଗଡ ୨୭, ଭଦ୍ରକ ୪, ବଲାଙ୍ଗୀର ୩୯, ବୌଦ୍ଧ ୪, କଟକ ୧୯, ଦେଓଗଡ ୪, ଢେଙ୍କାନାଳ ୧, ଗଜପତି ୭, ଗଞ୍ଜାମ ୧୫, ଜଗତସିଂହପୁର ୫, ଯାଜପୁର ୧୪, ଝାରସୁଗୁଡା ୬, କଳାହାଣ୍ଡି ୩୦, କନ୍ଧମାଳ ୧୫, କେନ୍ଦ୍ରାପଡା ୭, କେନ୍ଦୁଝର ୨, ଖୋର୍ଦ୍ଧା ୯୬, କୋରାପୁଟ ୧୩, ମୟୁରଭଞ୍ଜ ୩୩, ନବରଙ୍ଗପୁର ୧୪, ନୟାଗଡ ୧୭, ନୂଆପଡା ୮, ପୁରୀ ୩, ରାୟଗଡା ୪, ସମ୍ବଲପୁର ୪୬, ସୋନପୁର ୧୪, ସୁନ୍ଦରଗଡ ୧୭୩, ଷ୍ଟେଟପୁଲରୁ ୨୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୦,୬୬୭କୁ ବୃଦ୍ଧି ପାଇଛି। ୧୩,୦୬,୨୪୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫ ହଜାର ୨୧୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories