www.samajalive.in
Saturday, December 13, 2025
21.1 C
Bhubaneswar

ଭୁବନେଶ୍ୱର -ନୟାଗଡ଼ ମୋ ବସ ଚଳାଇବା ପାଇଁ ଦାବି 

ବେଗୁନିଆ : ଭୁବନେଶ୍ୱରରୁ ନୟାଗଡ଼ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଲୋକମାନେ ଘରୋଇ ବସ କର୍ମଚାରୀ ମାନଙ୍କ ଦୁର୍ବ୍ୟବହାର ଯୋଗୁଁ  ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ଘରୋଇ ବସ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ବସ କର୍ମଚାରୀ ଏବଂ ହକର ମାନଙ୍କ ଦୁର୍ବ୍ୟବହାର ଅତିଷ୍ଠ କରି ପକାଇଲାଣି ।
ଅନ୍ୟପଟେ ଓଡିଶା ରାଜ୍ୟ ପରିବହନ ନିଗମର ବସ ଗୁଡିକ ଷ୍ଟାଣ୍ଡରେ ରଖାଇ ନଦେବା ଯୋଗୁଁ ସେଥିରେ ମଧ୍ୟ ଯାତ୍ରୀ ଉଠି ପାରୁନାହାନ୍ତି ।ମୋ ବସ ସେବା କଟକ ,ପୁରୀ ଏବଂ କୋଣାର୍କ ପର୍ଯ୍ୟନ୍ତ ଚାଲୁଥିବାବେଳେ ନୟାଗଡରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ୧୦ ଟି ବସ ଯାତାୟାତ କଲେ ଜନସାଧାରଣ ଉପକୃତ ହେବେ ବୋଲି ଜନକଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ କୁମାର ରଥ ମୁଖ୍ୟମନ୍ତ୍ରୀ ,ପରିବହନ ମନ୍ତ୍ରୀ ,୫ଟି ସଚିବ ,ପରିବହନ ସଚିବ ଏବଂ ଜିଲ୍ଲାପାଳ ଖୋର୍ଧାଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories