www.samajalive.in
Friday, December 12, 2025
14.1 C
Bhubaneswar

ରେଡ୍‌ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ କର୍କଟ ରୋଗ ପୀଡ଼ିତଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ବର: ଦେଶର ପ୍ରମୁଖ ସମାଜ କଲ୍ୟାଣ ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ତରଫରୁ ଡିଏମ୍ ସ୍କୁଲ୍ ଆଲୁମୁନି ଆସୋସିଏସନର ସହାୟତାରେ ଭୁବନେଶ୍ୱର ୱାର୍ଡ଼ ନଂ-୧୧ର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ କର୍କଟ ରୋଗ ପୀଡ଼ିତଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ରେଡ୍‌ ସ୍ୱସ୍ତିକ୍ ସୋସାଇଟିର ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଡିଏମ୍ ସ୍କୁଲ୍ ଆଲୁମୁନି ଆସୋସିଏସନର ଯୁଗ୍ମ ସଚିବ ସୂର୍ଯ୍ୟକାନ୍ତ ପାଢୀ, ଅଶୋକ କୁମାର ବଳିୟାରସିଂହ, ଭୁବନେଶ୍ୱର ମହାନଗର ନିଗମ ୱାର୍ଡ଼ ନଂ-୧୧ର କର୍ପୋରେଟର୍ ପ୍ରଭାସିନୀ ମହାନ୍ତି ଓ ୱାର୍ଡ଼ ନଂ – ୧୧ର ଗଣମାଧ୍ୟମ ସଂଯୋଜକ ତଥା ରେଡ୍‌ ସ୍ୱସ୍ତିକ୍ ସୋସାଇଟିର ଲୋକସଂପର୍କ ଅଧିକାରୀ ରାଜୀବ ନୟନ ରଥ ପ୍ରମୁଖଙ୍କ ଉପସ୍ଥିତରେ ଏହି ସହାୟତା ରାଶି ପ୍ରଦାନ କରାଯିବା ସହ ସଞ୍ଜୀବ କୁମାର ପଣ୍ଡାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories