www.samajalive.in
Friday, December 12, 2025
16.1 C
Bhubaneswar

ବ୍ୟାଙ୍କ ଅଫ ବରୋଦା ପ୍ରତିଷ୍ଠା ଦିବସ ପାଳନ

କଣ୍ଟାବାଞ୍ଜି: ସର୍ବ ଭାରତୀୟ ସ୍ତରରେ ୧୧୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଥାନୀୟ ରୋଡ ନଂ ୪ରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖା ଏହି ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରତିଷ୍ଠା ଦିବସ ପାଳନ କରି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ନୋଟ ଖାତା, ପେନସିଲ ବକ୍ସ, କଲମ ବଣ୍ଟନ ବ୍ୟାଙ୍କର ଶାଖା ପ୍ରବନ୍ଧକ ବିଭୁ ରଞ୍ଜନ ରଥ ଦ୍ୱାରା କରାଯିବା ସହ ମିଷ୍ଠାନ ବଣ୍ଟନ କରାଯାଇ ଥିଲା।

ବ୍ୟାଙ୍କ ତରଫରୁ ଅଫିସର ଅନୁଜ କୁମାର ଅମିତ ପାଣିଗ୍ରାହୀ, ଅଲଟ୍ରା ସ୍ମଳ ବ୍ରାଞ୍ଚ ତରଫରୁ ସୁଦାମପାତ୍ର, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ମେହେର, ସହକାରୀ ଶିକ୍ଷୟତ୍ରୀ ଟିନୁ ସୁନା ସବିତା ମହାନ୍ତିପ୍ରମୁଖ ଉପସ୍ଥିତ ଥାଇ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories