www.samajalive.in
Saturday, December 13, 2025
26.1 C
Bhubaneswar

ହାଇକୋର୍ଟ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେବେ ୨୨ ଆଇନଜୀବୀ

କଟକ: ଆସନ୍ତା ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସରେ ୨୨ ଜଣ ଆଇନଜୀବୀଙ୍କୁ ସମ୍ମାନିତ କରାଯିବ । ଓଡ଼ିଶା ଜୁଡିସିଆଲ୍‍ ଏକାଡେମୀ ଦ୍ୱାରା ପ୍ରସ୍ତୁତ ଲିଷ୍ଟ୍‍ ଆଧାରରେ ଏହି ୨୨ ଜଣ ଆଇନଜୀବୀଙ୍କୁ ‘ପ୍ରୋମିଜିଙ୍ଗ୍‍ ଲୟର୍ସ ଅଫ୍‍ ଦି ଇୟର୍‍ ଆୱାର୍ଡ-୨୦୨୧’ ପ୍ରଦାନ କରାଯିବ। ଅନୁଗୁଳ ଜିଲ୍ଲାରୁ ସୁଜନକାନ୍ତ ମହାରଣା, ବଲାଙ୍ଗୀରରୁ ଦେବଦତ ଯୋଷୀ, ବାଲେଶ୍ୱରରୁ ରାଜୀବ କୁମାର ପାଣି, ବରଗଡ଼ରୁ ଅପ୍ରମିତ୍‍ ମିଶ୍ର, ବୌଦ୍ଦରୁ ପ୍ରିତମ୍‍ ମିଶ୍ର, କଟକରୁ ବିବେକାନନ୍ଦ ନାୟକ, ଗଞ୍ଜାମରୁ ଶିରୀନ୍‍ ତମନ୍ନା, ଯାଜପୁରରୁ ଗୁଣମଣୀ ପାଣିଗ୍ରାହୀ, କଳାହାଣ୍ଡିରୁ ନିହାରରଞ୍ଜନ ମିଶ୍ର, କେନ୍ଦୁଝରରରୁ ସୁନୀଲ୍‍ କୁମାର ମହାନ୍ତ, ଖୋର୍ଦ୍ଧାରୁ ଋଷିକୁଲ୍ୟା ସାମନ୍ତରାୟ, କୋରାପୁଟରୁ ଅଶୋକ ମିଶ୍ର, ମାଲକାନଗିରିରୁ ଦିପ୍ତୀରଞ୍ଜନ ରଥ, ମୟୂରଭଞ୍ଜରୁ ନିବେଦିତା ଗିରି, ନବରଙ୍ଗପୁରରୁ ସନ୍ତୋଷ କୁମାର ନାୟକ, ନୟାଗଡ଼ରୁ ଅକ୍ଷୟ କୁମାର ପଣ୍ଡା, ନୂଆପଡ଼ାରୁ ଗୌରୀଶଙ୍କର ଶତପଥୀ, ପୁରୀରୁ ଚିତରଞ୍ଜନ ବିଶ୍ୱାଳ, ରାୟଗଡ଼ାରୁ ଗଙ୍ଗାଧର ପାଢ଼ୀ, ସମ୍ବଲପୁରରୁ ବିଦ୍ୟାଧର ପଣ୍ଡା, ସୋନପୁରରୁ ଶ୍ୱେତାମ୍ବର ପୁରୋହିତ, ସୁନ୍ଦରଗଡ଼ରୁ ଅଲିଭା ମହାପାତ୍ର ପ୍ରମୁଖଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯିବ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories